STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ରକ୍ତ

ରକ୍ତ

1 min
13.3K


ରକ୍ତ ଆଜି ରକ୍ତ'ମାଗୁଛି,

ରକ୍ତ ମିଶାଇ ରକ୍ତେ,

ଦେଶ ଜାତିପାଇଁ ରକ୍ତ ଦିଆରେ,

ହୃଦୟକୁ ରଖି,ସକ୍ତେ ll

ମୁକ୍ତକରରେ,ଶତ୍ରୁ “କବଳୁ,

ଶକ୍ତ କରରେ,ରକ୍ତ

ଆସରେ,ବୀର,ଭାରତ ସନ୍ତାନ,

ହୁଅରେ ଦେଶ, ଭକ୍ତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍