Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Pradhan

Children Stories Comedy Fantasy

4  

Puja Pradhan

Children Stories Comedy Fantasy

ରଜ ପୋଡ଼ପିଠା

ରଜ ପୋଡ଼ପିଠା

1 min
355


ରଜ ପୋଡ଼ପିଠା ଭାରି ବଢିଆ

   ସେଥିରେ ପଡିଛି କଟା ନଡ଼ିଆ

 କରିଲେ ତିଆରୀ ଭାଉଜ ରାଣୀ

   ପିଠା ଖାଇବାକୁ ବସିଲେ ପିଲା ।

ଖାଇବ କିଏ ନ ହୋଇ ଚଗଲା

  ସୁନ୍ଦର ମହକ ବସିଲା ଦେଖ

 ବାଉଁଶ କୁଲାରେ ପିଠାକୁ ଥୋଇ

  ଶୀତଳ କରିଲେ ଭାଉଜ ନେଇ ।

ଖଣ୍ଡଖଣ୍ଡ କରି ଯତନେ କାଟି

  ଥାଳିରେ ସବୁକୁ ରଖି ସାଉଁଟି

 ମଝି ଅଗଣାରେ ରଖିଲେ ଯାଇ 

  ଖାଇବ କି ନାହିଁ କୁହରେ ପିଲେ ।

 ସଭିଏଁ କହିଲେ ଖାଇବୁ ପିଠା

   ପୋଡ଼ପିଠା ପରା ବୋହୁତ ମିଠା

  ଭାଉଜ ଆମର ଭାରି ବଢିଆ

   ଭାଉଜ କହିଲେ ଟିକିଏ ରୁହ ।

 ବସି ଧୀରେ ଧୀରେ ପିଠା କୁ ଖାଅ

   ପିଠା ଥାଳି ଦେଖି ବୋହିଲା

  ପାଟିରୁ ଭୋକିଲା ଲାଳ

ପୋଡ଼ ପିଠା ଆମେ ଖାଉଥିଲୁ ।

  ଏକାଟି ହୋଇ ପିଠା କାଙ୍ଗାଳ

 ରଜ ସଜ ବାଜ ଦୋଳି ଗୀତ ଖେଳ

   ସବୁ ତ ନିଜର ଆମରି ପାଇଁ

 ରଜ ପୋଡ଼ପିଠା ସୁଆଦିଆ ସତେ

   କିଏବା ଭୁଲିବ କୁହରେ ଭାଇ ।

    

    

   

    



Rate this content
Log in