Prabhanjana Tripathy
Others
ଗୋଟେ ମା ପେଟୁ ଜନ୍ମ ନହିଲେ,
ନହିଲା ସିନାରେ ଭାଇ...
ତୁ ମୋ ବାଳୁତ,ବନ୍ଧୁଟିଏ ଭଳି,
ମୋ ସାଥେ ଜୀବନ ଦେଇ...
ଭାଇର ସ୍ନେହ,ତୋ ଠୁ ପାଇଛି,
ତୋ ସ୍ନେହର ଧାରେ
କେବେବି ନ ଭୁଲି ତୋ ଭଉଣୀକୁ,
ରଖିବୁ ତୁ ଜତନରେ... ll
ମୁଖାଗ୍ନି
ଅଜା
କବିତା
ମୋଦି ହାରିଲେ ହ...
ନାମ
ଶଗଡ଼ିଆ
ତୁମେ ୨
ଧର ଅସ୍ତ୍ର
ଦିନ ଧାର୍ଯ୍ୟ
ପଦ୍ମ ମୁଖି