STORYMIRROR

Pinku Ranbida

Others

3  

Pinku Ranbida

Others

ରାବଣ

ରାବଣ

1 min
182


ରାବଣ୍ ଲେଖେ ଭଲ୍ ଲୋକ୍'ଟେ

ନାଇଁ ପାଇଁ ପାର କାହିଁ

ନିଜର୍ ଜୀବନ୍'କେ ମରନ୍ ମୁହେଁ ଠାଲି

ବହେନ୍'ରର ମାନ୍ ରଖ୍'ଲା ତାହିଁ ।


ଭାଇ ତ ଭାଇ ସେ ମହାନ୍ ଭାଇ

ଦୁନିଆଁଥି ତାର୍ ନା ଚର୍ଚା ହେସି 

ମାହାପୁରୁକେ ଭି ଡରେଇ ଦେଇଥିଲା

ବହେନରର ମୁହେ ଦେବାର୍ ଲାଗି ହସି ।


ଜାନିଥିଲା ସେ ଦିନେନା ଦିନେ ମର୍'ମି

ଜନମ୍ ଗୁଟେ ପାଇଛେ ବେଲେ 

ଇଜତ୍ ଠାନୁ ବଡ୍ କିଛି ନୁହେଁ

ସେ ଜାନିଥିଲା ସବୁବେଲେ ।


ସବୁ ମିଲ୍'ବା ଇଜତ୍ ନାଇଁ ମିଲେ କାହିଁ

ଥରେ ହେଲେ ହୁରାଜାରି 

ହେଇଥାଉ ସେ ଯେଡେ ବଡ୍ ଲୋକ୍

ଇଜତ୍ ନାଇଁ ଆସେ କେଭେ ଫିରି ।


ରାକ୍ଷୀର୍ ମହତ୍ ଦେଇଥିଲା ରଖି

ସୀତାକେ ଚୁରେଇ ଆନିକରି

ମାହାପୁରୁକେ ଭି ବତେଇ ଦେଇଥିଲା

ଇଜତ୍ ଠାନୁ ବଡ୍ କିଛି ନୁହେ ବଲିକରି ।





Rate this content
Log in