STORYMIRROR

Mahesweta Panigrahi

Others

2  

Mahesweta Panigrahi

Others

ପୁରୁଷ ଟିଏ

ପୁରୁଷ ଟିଏ

1 min
127

ବିନା ପ୍ରାପ୍ତିର ଆଶାରେ ଯେ

ପ୍ରାପ୍ତ ପାଇଁ ଦାୟୀ

ବିନା ସୁଖର ଆଶାରେ ଯେ

ସୁଖ ଭରି ଦେଇ

ବିନା ଲୁହ ଗଡ଼ାଇ ଯେ

ଲହୁ ନିଗାଡଇ

ବିନା ବାକ୍ୟ ବିନିମୟେ ଯେ

କାହାଣୀ ଗଢଇ

ଅବୁଝା କି ତା' ତ୍ୟାଗ ମାପ

ସୃଷ୍ଟିରେ ପୁରୁଷ ଗଢିଛି ବିଧାତା

ଭାଇ, ବନ୍ଧୁ, ସ୍ବାମୀ, ପିତା

ଏହା ହିଁ ପ୍ରକୃତିର ଦର୍ପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍