STORYMIRROR

Dipti lekha Mishra

Others

5.0  

Dipti lekha Mishra

Others

ପୁଣି ଫେରିଆସ

ପୁଣି ଫେରିଆସ

1 min
737






ଆଜି ଏ ଦେଶରେ ନେତା ଅଧିକ

ଦେଶପ୍ରେମୀ ଉଣା

କୁଜିନେତା ମାନେ ଶୋଷଣ କରନ୍ତି

ଏକଥା ସଭିଙ୍କୁ ଜଣା ॥

ହେ ନେତାଜୀ ତୁମେ ପୁଣି ଫେରନ୍ତକି

ଚୁରମାର ଭାରତ ନୁଆ ହୁଅନ୍ତାକି

ତୁମ ଏ ଜନ୍ମଦିନରେ

କପଟିଆ ନେତାଙ୍କୁ ପରାସ୍ତ କରି

ଭାରତ ତ୍ରିରଙ୍ଗା ଗାଈଥାନ୍ତା ପୁଣି

ଏକତା ବୀରତ୍ବ ଶାନ୍ତି ସମୄଦ୍ଧିର ॥

ଦିପ୍ତୀଲେଖା ମିଶ୍ର


Rate this content
Log in