ପୁଣି କେବେ
ପୁଣି କେବେ
1 min
14.1K
ପୁଣି କେବେ ସଜାଡିବି ସ୍ଵପ୍ନ
ନିଝୁମ୍ ରାତିର ?
ପୁଣି କେବେ ସତ ହେବ
ମିଛ ଆଶ୍ଵସନା ?
ମୋ ବଞ୍ଚିିବାର
ପ୍ରଜାପତିି ପରି ଡେଣାଝାଡିି
ଉଡିିିଯିବି ଏ ଫୁୁଲୁ ସେ ଫୁଲକୁ ।
ପୁଣି କ'ଣ ଆଉଥରେ ଫେରିିି ଯିବିକି
ସେ ଗମ୍ଭାରୀଘରକୁୁ
ଯୋଉଠି କିି ମୁଁ ବି ମୋତେ ପ୍ରତାରଣା କରିପାରେ !!
ଠିକ୍ ଆଜିିପରି
ଆଉ ଯୋଉଠିି ଆଇନା ବି ବେଳେ ବେଳେ
ମିଛ କହିଦିଏ !!
ପୁଣି କେବେ
ଅସଜଡା ପ୍ରଶ୍ନ ସବୁ
ଚାଲିଯିିବେ ମୋଠୁ ଅନତି ଦୂୂରକୁୁ
ଆଉ ମୋ ଉତ୍ତରସବୁୁ
ସଜାଡୁଥିବି କୋଉଏକ ରହସ୍ୟମୟୀ ଫରୁଆରେ
ପାରନ୍ତି ଯଦି ପୁୁଣି ଥରେ ଲୁଚିଯାନ୍ତିି
ସେଇ ଭୂୂୂଗର୍ଭରେ
ଆଉଥରେ ଉତ୍ତର ଖୋଜନ୍ତିି ଇତିହାସରୁ
ମୁଁ ପୁଣି କେବେ ସ୍ଵାଧୀନ !!
ଏ ଶରୀର ଈଶ୍ଵରଙ୍କ
ମୋ ପାପର ଅଭିଶାପ ନା
ପୂଣ୍ୟର ବରଦାନ !!
