STORYMIRROR

Bauribandhu Lenka

Others

4.6  

Bauribandhu Lenka

Others

ପୁଲୱାମା ଆଜି କରେ ଆହ୍ୱାନ

ପୁଲୱାମା ଆଜି କରେ ଆହ୍ୱାନ

1 min
530




ଯେଉଁ ଦିନୁ ଏହି ଭାରତ ଭୂମିକୁ

ଧର୍ମ ନାମରେ କଲ ବିଭକ୍ତ

ସେଇଦିନ ଠାରୁ ଟକ୍ ମକ୍ ହୋଇ

ଫୁଟୁଅଛି ଏଇ ଶରୀରେ ରକ୍ତ ॥


ଫଳାଫଳ ଆଜି କାଶ୍ମୀର ଭୂମିରେ

ଦେଖୁଅଛି ଦେଶବାସୀଙ୍କ ଆଖି

କେତେଦିନ ଆଉ ଧୈର୍ଯ୍ୟର ସୀମା

ସରକାର ତୁମେ ଥିବ ପରଖି ॥


Rate this content
Log in