STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

ପଥିକ

ପଥିକ

1 min
442

କ୍ଲାନ୍ତ ଲାଗେ ଏବେ

ଜୀବନ ଅପରାହ୍ନରେ

ଅତିକ୍ରମି ସାରିଲିଣି ପଥ ଅନେକ

ଭାରାକ୍ରାନ୍ତ ଲାଗେ ଏବେ

ପଥିକ ମୁଁ ବେସାହାରା

ଶୁଷ୍କ ଲାଗେ ଏବେ

ମରୁଭୂମି ତୁଲ୍ୟ ଜୀବନଟା

ତୃଷ୍ଣା ମେଣ୍ଟେନା

କାହିଁକିନା ଖାଲି

ମରୁଭୂମି ହିଁ

କହିହେବ

ଜୀବନର ସ୍ଥିତି

ବାଲୁକାମୟ ସ୍ତୁପଟିଏ

ଯେଉଁଠି ମେଘ ନାହିଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ