STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ପଥ ପ୍ରାୟଶ୍ଚିତର

ପଥ ପ୍ରାୟଶ୍ଚିତର

1 min
11.9K

ଅଳପ ଦିନର ସୁଖ ପାଇଁ ନର

ଚିରନ୍ତନ ଆଶା ଦିିଏ ଜଳାଇ

ଶୀତ ସକାଳରେ ହାତ ସେକିବାକୁ

ନିଜ ଘରେ ଦିିଏ ନିଆଁ ଲଗାଇ। 


ଆତସବାଜିର ଆନନ୍ଦ ପାଇଁକି 

ବାରୁଦ ଗଦାକୁ କରିଛି ବାସ

ସରଗ ପରିକା ସୁନାର ସଂସାର 

ସ୍ବହସ୍ତରେ ଆଜି କରେ ବିନାଶ ।


ଏବେବି ସମୟ କରିଛି ଅପେକ୍ଷା 

ଏବେବି ହୋଇନି ଦୃଶ୍ୟ ଅନ୍ତିମ

ଏବେବି ଅନେକ ଅଛି ସମ୍ଭାବନା 

ଭସ୍ମରୁ ବି ଭବ ନେବ ଜନମ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍