STORYMIRROR

Amitav Sahu

Others

5.0  

Amitav Sahu

Others

ପ୍ରୟାସ

ପ୍ରୟାସ

1 min
1.8K


ନିଜ ଭିତରେ ନିଜକୁ ଖୋଜିବା

ହୁଏତ ଭାରି କଠିନ

କିନ୍ତୁ ନିଜ ଭିତରେ ନିଜକୁ

ଖୋଜି ପାଇବା ଏକ ବଡ଼ ଉଭାବନ ।

ମନ, ସେତ ଅନେକ କିଛି

ଭାବନାର ଅନ୍ୟ ନାମ

କିନ୍ତୁ ଭାବନାକୁ ଭାବରେ

ବଦଳେଇପାରିବା ବୋଧେ ଜୀବନ ।।


ଅମିତାଭ ସାହୁ

କଳମ୍ବ, ପୋଲସରା, ଗଞ୍ଜାମ- ୭୬୧୧୦୫

ଭ୍ରାମ୍ୟ ଭାଷ - ୯୪୩୮୨୬୫୮୧୮


Rate this content
Log in