STORYMIRROR

Meenakshi Padhy

Others

4  

Meenakshi Padhy

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
293


ତୁମେ ସ୍ବପ୍ନ ଦେଖାଇପାର,

ଅବା ଦେଇପାର

ଦାରୁଣ ଆଭାସ ସତ୍ଯର।

ମୁ କାଦମ୍ବରୀ ରସସ୍ନାତା

ତୁମ ନୀଳ ନୀଳିମାର,

ପ୍ରତୀକ୍ଷା ଯୁଗାନ୍ତରର!

ହେବି,

ତୁମ ନିଃଶ୍ବାସର ଧ୍ବନୀ

ମୁ ତୁମ ବଂଶୀ ବନ୍ଦିନୀ।


ମୋ ଅଶ୍ରୁଳ ଅଗଣାରେ

ତୁମ ପଦପାତ,

ଆଂଜୁଳାଏ ମାଳତୀ ମୋ

ମୁଗ୍ଧ ହୃଦଗତ,

ଅଦ୍ଭୁତ ସ୍ପନ୍ଦନ !

ହେ, ବିଶ୍ଵ ବନ୍ଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍