ପ୍ରଥମ ଲେଖାର ପ୍ରେରଣା
ପ୍ରଥମ ଲେଖାର ପ୍ରେରଣା
1 min
242
ଲେଖିଥିଲି
ମାଣବସା ଗୁରୁବାର
ପ୍ରେରଣା ମୋ ଥିଲା
ମୋ ସଂସ୍କୃତି
ମୋ ପରମ୍ପରା
ମୋ କୃଷି ପରବର ଖୁସି
କାନ୍ଥ ଘର ଚଟାଣର ଝୋଟି
ଲକ୍ଷ୍ମୀ ପାଦ, ପଦ୍ମ ଫୁଲ
ଘିଅ ଦୀପ, ସଳିତା
ଫୁଲ ଧୂପ ଦୀପ
ଦୁବ ବରକୋଳି ପତ୍ର
ମଣ୍ଡା, କାକରା, ଆରିସା
ଖିରୀ ଶଗଭଜା
ସବୁର ବର୍ଣନା
ଆମ ଲକ୍ଷ୍ମୀ ପୁରାଣରେ
ଜାତି, ଛୁଆଁ ଅଛୁଆଁ ମୀମାଂସା ।
