STORYMIRROR

Sudipta Behera

Others

3  

Sudipta Behera

Others

ପ୍ରଥମ କବିତା

ପ୍ରଥମ କବିତା

1 min
12.1K

ବୟସର ଚପଳାମି

ଛଳ ଛଳ ମନ

ନିରୀହ ଭାବ

ଗଭୀର ଗୁଢାର୍ଥ

ଅନାବନା ଶବ୍ଦ

ଉତ୍ତଳ ମନ ତଳେ

ଏପଟ ସେପଟ

ହେଉ ଥିଲା ପ୍ରକାଶ ଅର୍ଥେ

ଶବ୍ଦାୟିତ ଶବ୍ଦାର୍ଥ

ଦୋଳାୟିତ ମଳୟରେ

ଗୁଞ୍ଜରିତ ଭାବ 

କେତେବେଳେ

କବିତାର ରୂପାନ୍ତର

ପ୍ରଥମ କବିତା

ଦେଇ ଥିଲା

ନୂତନ ପରିଚୟ

ଶତଶତ ପ୍ରଶଂସା

ମାନ ସମ୍ମାନ

ଅଭୁଲା ସ୍ମୃତି ପଟରେ

ଅଲିଭା ଜୀବନ ଫର୍ଦ୍ଦରେ 


Rate this content
Log in