STORYMIRROR

Puspanjali Panda

Others

3  

Puspanjali Panda

Others

ପ୍ରତାରଣା

ପ୍ରତାରଣା

1 min
391

ପ୍ରତାରଣା ରେ ପ୍ରାୟଶ୍ଚିତ ଶୂନ୍ୟ,ଜାଣି ବି

ଦହନର ଯନ୍ତ୍ରଣା ର ଦାରୁଣ ଜ୍ୱାଳା ଦେଇଛ ।

ଲୁକ୍କାୟିତ ପ୍ରେମ ଶବ୍ବ ସବୁ ଅଭୂଲା ଜାଣି ବି

ପ୍ରତିଦିନ,ପ୍ରତି ରାତି ଲୁହେ ଭିଜାଉଛ।

ପ୍ରେମର ପ୍ରତିଦାନ ମିଳେନା ଜାଣି ବି ପ୍ରେମ ହେଲା 

ଭୋଗରୁ ଭାଗ୍ୟଯାଏ ଛନ୍ଦୋବଦ୍ଧ ଖୁସୀ ମିଳି ଥିଲା।

ଚତୁର୍ଦ୍ଦିଗ ଉତ୍ତାଳ ସାଗର ଜାଣି ବି ହାତ ଛାଡ଼ି ଦେଲ

ପ୍ରତାରଣା ଦେଇସାରି ଜୀବନରୁ ଅପସରିଗଲ ।

ଶେଷ ଯାଏ ଠିକ୍ ହେବନାହିଁ ଜାଣି ବି 

ମନ ପ୍ରାଣ କଲ ସଂକ୍ରମିତ ।

ପ୍ରତିଦାନେ ପ୍ରତାରଣା ଦେବିନାହିଁ

ଥିବାଯାଏ ଏ ଆତ୍ମା ଜୀବିତ ।


Rate this content
Log in