STORYMIRROR
ପ୍ରମାଣିତ କରିଦେଲ
ପ୍ରମାଣିତ କରିଦେଲ
Niranjan Sahu
Others
2
-
Originality :
2.0★
by 1 user
-
-
Language :
2.0★
by 1 user
-
Cover design :
2.0★
by 1 user
Niranjan Sahu
Others
2
-
Originality :
2.0★
by 1 user
-
-
Language :
2.0★
by 1 user
-
Cover design :
2.0★
by 1 user
ପ୍ରମାଣିତ କରିଦେଲ
ପ୍ରମାଣିତ କରିଦେଲ
ମନ ଦେଇଥିଲି ହୃଦୟ ଦେଇଥିଲି
ତୁମେ ଭଲ ଲାଗ ବୋଲି
ଏଣ୍ଡୁଅ ପରି ରଙ୍ଗ ବଦଳେଇବ
କେବେ ମୁଁ ଭାବି ନ ଥିଲି
ମୋତେ ଭୁଲିଗଲ ହୃଦୟ ଭାଙ୍ଗିଲ
ଏମିତି କାହିଁକି କଲ
ହୃଦୟହୀନଟେ ବୋଲି ତୁମେ ଆଜି
ପ୍ରମାଣିତ କରି ଦେଲ
More oriya poem from Niranjan Sahu
Download StoryMirror App