Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ପ୍ରକୃତିର ପ୍ରକୋପ

ପ୍ରକୃତିର ପ୍ରକୋପ

1 min
14.2K


ପ୍ରକୃତିର ପ୍ରକୋପ ।

ଝଡ଼ ଝଂଜା-------------!

ଛାଡି ଯାଇଥିବା ବିଭୀଷିକା,

ତା ପରର କାରୁଣ୍ୟତା,

ଶହ ଶହ ଆତ୍ମାର ଚିତ୍କାର

ବଞ୍ଚିବାର ସଂଘର୍ଷ,

ଆକୁଳ ଶିଶୁଟିର ଅନ୍ୱେଷଣ,

ନିରୁଦ୍ଦିଷ୍ଟ ପିତା ମାତା ଯେ ତାର ମୃତ କି ଜୀବିତ,

ପଚା ସଢା , ଗଳିତ ମୃତ ମଣିଷ ,ପଶୁ ଶବ

ଏ ଯେ ମଣିଷକୃତ

ପ୍ରକୃତିର ବଳାତ୍କାରର ଜବାବ

ପ୍ରକୃତିର ପ୍ରକୋପ ।

 

 


Rate this content
Log in