ପ୍ରକୄୄୄୄୄୣୣତି_୧
ପ୍ରକୄୄୄୄୄୣୣତି_୧
1 min
185
ପାଣି ପବନରେ ପାଣି ପବନ
କିଏ ସେ ଗଢିଛି ତୋତେ ?
ଛୋଟ ଜୀବଠାରୂ ବଡଜୀବ ଯାଏଁ
ସଭିଏଁ ଝୂରନ୍ତି ତୋତେ ॥
କେତେ ଜାଣିବାର ଗଠନକାରୀ
କି ସୁନ୍ଦରେ ଗଢି ଥୋଇଛି
ଧନ୍ୟବାଦ ସେଇ ବିଧାତାକୁ
ଆମ ପାଇଁ କି ପଠାଇଛି ॥
ପାଣି ପବନରେ ପାଣି ପବନ
ଗଛ ପତର ବି ଝୂରନ୍ତି ତୋତେ
କେବେ ଶୀତଳ ତୁ ପୁଣି ପରାକ୍ରମ
ଦେଖାଉ ତୁ ଏ ଜଗତେ ॥
