ପ୍ରଜାପତି
ପ୍ରଜାପତି
1 min
11.8K
ଫୁଲ ଫୁଟିବାର ସମୟ
କେମିତି ଜାଣୁଛୁ ଥରେ କହ!
ଉଡ଼ି ବୁଲୁଥାଉ ଏଫୁଲ ସେ ଫୁଲ
ଉଡଇ ମହକ ରେଣୁ
ମହକ ବିଛେଇ ଉଡ଼ି ତ ଯାଉ
ଫୁଲର ଭିତରେ ଜୀବନ ଥୋଉ
କେମିତି ଆସେ ସେ ଫୁଲରୁ ମଞ୍ଜି
ସଂସାର ଯାକର ସବୁ ଏ ଫନ୍ଦି
ପରଜାପତିରେ ତରକାଅତି
ରଙ୍ଗବେରଙ୍ଗ ଡେଣା ସଜେଇ
ଉଡୁଛୁ ଭାରି ହେଇ ଫୁଲେଇ
ଫୁଲରେ ଶରଧା ଦେଇ
ମନ ହୁଏ ଖୁସୀ ତତେ ଚାହିଁ।
