STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ପ୍ରିୟତମା

ପ୍ରିୟତମା

1 min
303

ଆସ ଆସ ପ୍ରିୟତମା ଗୋ ମୋର ଲାବଣ୍ୟବତୀ

ଗଣ୍ଡସ୍ଥଳେ ଦେବି ଚୁମ୍ବନ ସହୀ ବସ ମୋ କତି। 

ମାରଶାୟକ କି ପଡ଼ିଲା ଆସି ହୃଦୟ ଦେଶେ

ଶଫରୀନୟନା କରିବା କେଳି କାମ ନିିିିର୍ଦ୍ଦେଶେ। 

ଆସ ଆସ ଚାରୁ ଚନ୍ଦ୍ରମାମୁହିଁ ହୃଦୟ ଧନ

ଅଙ୍କପଲଙ୍କରେ ହୃଷ୍ଟେ ଆସିଣ କର ବିଶ୍ରାମ। 

ଭୁଞ୍ଜିଵୁ ଲୋ ସଖୀ ଅତି ସୁସ୍ୱାଦୁ ପୀରତି ମଧୁ

ତୁହି ପରା ମୋର ଜୀବ ଜୀବନ ପରାଣ ବନ୍ଧୁ୍ର

ରସିକନାଗରି ମୋହର ତୁହି ପ୍ରାଣ ମିତଣୀ

ତୋ ରୂପଯୌବନ ମୋ ମନ ଏକା ନେଇଛି କିଣି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍