STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ପ୍ରିୟା ର

ପ୍ରିୟା ର

1 min
255

ନିଶ୍ୱାସେ ପ୍ରିୟାର ଭାବନା ବିନ୍ୟାଶ,

ଅନ୍ତରେ ଖର ତା ଶ୍ୱାସର ଆଭାଷ,

ପୁଙ୍ଗୁଳା ହୃଦୟ ଶବ୍ଦ ସମାରହେ,

ଅତୁଳନୀୟ ତା ଉନ୍ମାଦ ବିଶ୍ୱାସ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍