ପ୍ରିୟ ଖାଦ୍ୟ
ପ୍ରିୟ ଖାଦ୍ୟ
1 min
120
ମାଂସାହାର ମୋତେ ଭଲ ଲାଗେ ନାହିଁ
ମୁଁ ତ ଅଟେ ଶାକାହାରୀ ,
ମୋର ପ୍ରିୟ ଖାଦ୍ୟ ରୋଟି ଡାଲି ଭାତ
ଶାଗ ଆଉ ତରକାରୀ ।
ବିଦେଶୀ ପାନୀୟ ଜମା ପିଏ ନାହିଁ
ପଇଡ଼ ଜଳରେ ଇଚ୍ଛା ,
ଖାଏ କ୍ଷୀର ଦହି ଛେନା ଓ ଲବଣୀ
ରୋଗ ପଡ଼େ ନାହିଁ ପିଛା ।