ପ୍ରୀତିର ମହକ
ପ୍ରୀତିର ମହକ
1 min
209
ବରଷା ,
ତୋର ଅସରାଏ ବର୍ଷାରେ,
ନା ନାଳ ଉଛୁଳିଲା ନା ପାଣି ଜମିଲା,
ହେଲେ ତୋ ପ୍ରୀତିର ଛୁଆଁ ଟିିିିକିଏ ପାଇ,
ମାଟି କେତେ ଯେ ମହକି ଗଲା । ।
ଏମିତି ପ୍ରୀତିର ପରଶ ମଣିଷ ମନକୁ,
ଟିକିଏ ଦିିଅନ୍ତୁ ଯଦିି ଛୁଆଁଇ ...,
ତା ହେଲେ...,
'ମୁଁ ', 'ସେ ', 'ସେମାନେ',
ସମସ୍ତେ କେତେ ଯେ ଯାଆନ୍ତେ ମହକି,
ଆଉ ସେ ମତୁଆଲା ମହକରେ,
ତୁ ବି ଯାଆନ୍ତୁ ମହକି ମହକି । ।
