Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

2  

Banali Dash

Others

ପରିବେଶର ନାଁ ବର୍ଷା

ପରିବେଶର ନାଁ ବର୍ଷା

1 min
7.1K


ଏଇ ପରିବେଶଟାରେ ଏବେ ସିନା ବର୍ଷାରେ ସଭିଏଁ,

ହେଲେ ମୁଁ ଭୋଗୁଛି ବର୍ଷା ପରେ ବନ୍ୟା ପରି ଦୁର୍ବାର ସ୍ଥିତିଟେ,

କୋଉ ଦିନୁ ସବୁବେଳେ ବର୍ଷା ଝରେ;

ଆଖିରୁ ଅନ୍ତରୁ;

ହେଲେ ଦେହ ମନ ଶୁଖା ଭୂଇଁ,

ପଲ୍ଲବିତ ହଉନି ଜମା ବି

ଯେତେ କଲେ ଚେଷ୍ଟା;

ତୁମେ ଆସି ଗଲା ଦିନୁଁ..


Rate this content
Log in