Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ପ୍ରେରଣାମୟୀ

ପ୍ରେରଣାମୟୀ

1 min
6.7K


ଅଳପ ଦିନରେ, ସଲପ କଥାରେ

ଅମାପ ମମତା ପସରା ଧରି।

ଆସିଅଛ ତୁମେ କୋଳେଇ ନେବାକୁ

ନିରିମାଖୀ ଧ୍ରୁବ ସନ୍ତକ ପରି।

ଆସିଗଲ ଯଦି ମୋ ଭାଗ୍ୟରେ ଥିଲ

ରହିଯାଅ ଚିର ଜୀବନ ଧାରେ।

ପ୍ରେରଣାମୟୀ ଗୋ ! ହିରଣ୍ୟ ଚିନ୍ମୟୀ

ଭରିଦିଅ ସୁଖ ମୋ ଜୀବନରେ।

ସଞ୍ଜ ସକାଳେ ମୋ ଛୋଟ ଦେଉଳେ

ତୁମକୁ ସଜେଇ ସାଇତିଥିବି।

ଜୀବନରେ ଅବା ହେଉ ମରଣରେ

ତୁମରି ମଙ୍ଗଳ ମନାସୁଥିବି।


Rate this content
Log in