STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
2.4K


ପ୍ରେମର ପରିଭାଷା 

ତମେ ଆସିବା ପରେ, ମଳୟ ସାଗର ନଦୀ ଝରଣା ବତାଇଲେ ମତେ ପ୍ରେମର ଚାରୋଟି ସଂଜ୍ଞା ମୁଁ କିନ୍ତୁ କହିଲି ସବୁ ପାଇବା ଭିତରେ ସବୁ ହରାଇବା ହିଁ ପ୍ରେମ ଯେ ମଗେନି କେବେ ଜୀବନ କିନ୍ତୁ ଦେଇ ଚାଲି ଥାଏ ବଞ୍ଚିବାର ବାହାନା ପ୍ରତାରଣା ବି ତାରି ଏକ ରୂପ , ନିଷ୍ଠା,ସତ୍ୟ,ପବିତ୍ରତା, କ୍ଷମା, ଦୟା ଏହି ପଞ୍ଚଶୀଳ କୁ ଯଦି କର ନିଜ ବ୍ରତ ପଥର ଅହଲ୍ୟା ବି ବିବର୍ତିତ ହୋଇଯାଏ ପ୍ରେମ ବିରହି ରାଧା , ଆଉ ବୁଝାଇ କହିବ ତମକୁ ପ୍ରେମର ପରିଭାଷା ।

ରାମ ବିଶୋଇ (କାଶ୍ୟପ) ରାୟଗଡ଼ା । ରାତ୍ର-୮-୪୦ ମି , ୦୧-୦୭-୧୬ ।


రచనకు రేటింగ్ ఇవ్వండి
లాగిన్