Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others

3  

SUKANTA KHANDA

Others

ପ୍ରେମିକ/ପ୍ରେମିକା

ପ୍ରେମିକ/ପ୍ରେମିକା

1 min
116


କୃଷ୍ଣ ପାଇଁ ଯେବେ ମୀରା

ପଦ୍ମ ଭୋଳ ସଦା ଖରା।୧

କଇଁ ବ୍ୟାକୁଳିତ ଜହ୍ନ 

ଭାବରେ ହୁଏ ଉଚ୍ଛନ୍ନ।୨


ପ୍ରେମିକ/ପ୍ରେମିକା ଆଜି

ହେଉଛନ୍ତି ଖୋଜାଖୋଜି।୩


କାମନାରେ ସରସର

ବୁହାନ୍ତି ଦେଖରେ ଝର।୪


ଜାତିଭେଦ ଭୁଲିଯାଇ

ବାପାଙ୍କୁ ଗୋଇଠା ମାରି।୫


ସଭିଙ୍କୁ ଭାବନ୍ତି ତୁଚ୍ଛ

ପ୍ରେମିକ/ପ୍ରେମିକା ସ୍ୱଚ୍ଛ।୬


ଏ ତ ଘୋର କଳିକାଳ

ଦିନରାତି ନାଳଝାଳ।୭


କେଦାର ଗୌରୀ ସଦୃଶ

ହୃଦରେ ଅନନ୍ତ ଶୋଷ।୮


ୟାଙ୍କୁ ଆଜ୍ଞା ଛାଡି଼ଦିଅ

ଜଳଜଳ ଦେଖୁଥାଅ।୯


ଭୁଲକୁ ବୁଝିବେ ଯେବେ

ସ୍ୱର୍ଗୀୟ ପ୍ରେମରେ ଯିବେ।୧୦



Rate this content
Log in