STORYMIRROR

bebismita kar

Others

2  

bebismita kar

Others

ପ୍ରେମ

ପ୍ରେମ

1 min
226

କିଏ କହେ ପ୍ରେମ ଅଢେଇ ଅକ୍ଷର

କିଏ କହେ ପ୍ରେମ ଦୁଇ ଅକ୍ଷର

ନେଇ ଆଣି ଥୋଇ ପାରିଲେ

ପ୍ରେମ ହୋଇଯାଏ ଚିର ଅମର।


କେତେବେଳେ କେମିତି ହୋଇଯାଏ

କେହି ପାରେନାହିଁ ଜାଣି

ହସ, ଲୁହ, କୋହ ଏକା ସାଥେ ଦିଏ

ଲେଖେ ଅନେକ କାହାଣୀ।


ମନ, ଦେହ ଆଉ ହୃଦୟ ଭିତରେ କିଛି ଅଛି ହଉଥାଏ

ସଭିଙ୍କୁ ଲୁଚେଇ ବାହାନାରେ କହେ କିଛି ନୁହେଁ କିଛି ନୁହେଁ।


ଗୋଲାପ, ମେହେନ୍ଦି, ସିନ୍ଦୂର ନାମରେ ତିନୋଟି ପାହାଚ ଇଏ

ପାରି ହୁଏ ଯିଏ ଏ ପାହାଚ ସବୁ ପ୍ରେମ ର ବାଜି ଜିତିଚି ସିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍