STORYMIRROR

Susil Pani

Others

3  

Susil Pani

Others

ପ୍ରେମ

ପ୍ରେମ

1 min
370

ପ୍ରେମ ଏକ ଅମାନିଆ ଅଙ୍କର ମିଶାଣ ।

ଦୁଇଟି ନିଷ୍କପଟ ହୃଦୟର ପଡଇ ବନ୍ଧନ ।।

ଦୁଇଟି ସରଳ ମନର ଯେବେ ପଡିଯାଏ ଗଣ୍ଠି ।

ଭାବ ବିନିମୟ ହୁଏ ଆଖିର ସାଥିରେ ଆଖିଟି ।।

ପ୍ରେମ ବୁଝେ ନାହିଁ ଭଲ ମନ୍ଦ ଜାତି ବା ଅଜାତି ।

ମନ ଆଉ ହୃଦୟର ମିଳନରେ ସଂଯୋଗ ଘଟେଟି ।।

ପ୍ରେମ ଏକ ନିଆରା ଅନୁଭୂତି ।

ଦୁଇଟି ନିଷ୍ପାପ ବିପରିତ ଜାତିର ।।


ବିଶ୍ଵାସ ଅନୁଭବ ଅନୁଭୂତି ବଳେ ।

ପ୍ରେମ ହୁଏ ଶାଶ୍ବତ ଅଜର ଅମର ।।

ପ୍ରେମ ପାଇଁ ଏ ଜଗତେ ।

କେତେ ଘଟଣା ଘଟେ ।।

ପ୍ରେମର ଶେଷ ପରିଣତି ।

କେବ ବିବାହରେେ ମେଣ୍ଟେ ଅବା ଧୋକାରେ ବିଭାଜନ ଘଟେ ।।

ସ୍ନେହ ଶ୍ରଦ୍ଧା ଭଲ ପାଇବାଟା ନୁହେଁ ଖେଳଘର ।

ଆଜି ପ୍ରେମକରି କାଲି ଭୁଲିଯିବା ଅଟେ ସ୍ବାର୍ଥପର ।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Susil Pani

ରାଖୀ

ରାଖୀ

1 min വായിക്കുക

ନାରୀ

ନାରୀ

1 min വായിക്കുക

ମୋ ଭାରତ

ମୋ ଭାରତ

1 min വായിക്കുക

ଈଶ୍ୱର

ଈଶ୍ୱର

1 min വായിക്കുക

ଅଭିସପ୍ତୟ

ଅଭିସପ୍ତୟ

1 min വായിക്കുക

ସମ୍ପର୍କ

ସମ୍ପର୍କ

1 min വായിക്കുക

ମୃତ୍ୟୁ

ମୃତ୍ୟୁ

1 min വായിക്കുക