STORYMIRROR

rasmi maye pati

Others

3  

rasmi maye pati

Others

ପ୍ରେମ

ପ୍ରେମ

1 min
215

ସତ୍ୟ ଶିବ ସୁନ୍ଦର ସେ ଅଢେଇ ଅକ୍ଷର

ତା ବିନା ତ ନିରର୍ଥକ ଆମରି ସଂସାର

ସୁଖ ଦୁଃଖ ତ୍ୟାଗ ସବୁ ସହିବାକୁ ହୁଏ 

ଯେମିତିକା ରାଧା ମୀରା ଲୁହେ ଭିଯୁଥିଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍