ପ୍ରେମ
ପ୍ରେମ
1 min
491
ନୀଳିମା ର ନୀଳ
ସୁନୀଳ ସଵାରୀ ଚଢି
ଧରାକୁ ଓଲ୍ହାଅ
ପିନ୍ଧି ଜଳଦ ର ଶାଢୀ.
ପିଆସି ପ୍ରକୁତି
ଆନନ୍ଦେ ମେଂଟାଏ ତୃପ୍ତି.
ହୃଦ ଉଦ୍ୟାନରେ
ପ୍ରେମ କଳି ଯାଏ ଫୁଟି.
