Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

4  

Pinku Ranbida

Others

ପ୍ରେମ୍'ଥି ପଡ୍'ଲା ଫାଟ୍

ପ୍ରେମ୍'ଥି ପଡ୍'ଲା ଫାଟ୍

1 min
204


କରୋନା ବେମାର୍ ଆଏଲା ଦିନୁ

ଆମର୍ ପ୍ରେମ୍'ଥି ପଡ୍'ଲା ଫାଟ୍,

ପ୍ରିୟାର୍ ଗାଁ'କେ ଯାଇଥିଲି ଯେ

ବନ୍ଦ କରିଦେଲେନ ହେ ବାଟ ।


ବାହାରର୍ ଲୋକ୍'ମାନଙ୍କୁ ଆଏବାର୍ ଲାଗି

ହେଇଯାଇଛେ ସମ୍'କୁ ମନା,

ରାସ୍ତାର୍ ଆଗାଡେ ଗେଟ୍ ଦେଇଛନ୍

ସବୁ ଲାଗ୍'ଲାନ ତନାବନ ।


ଅହରହ୍ ବସିଯୁଗିଛନ୍ ଲୋକ୍'ମାନେ

ଦେଖୁଛନ୍ ଚାରିଦିଗ୍'କେ,

କିହେ କେନ୍ ଆଡୁ ଛିଙ୍ଗିଲି ନାଇଁ ପାରେ

କିର୍'ଲଉ ଥିସନ୍ ଘାଏଁ ଘାଏଁକେ ।


ଲାଠି,ଠେଙ୍ଗା ,ବାଡି ସଭେ ଧରିଛନ୍

ଜାଇଁ ନାଇଁ ହେବାର୍ ଭିତର୍,

ଦେଖିକରି ସେ ଲୋକ୍' ମାନଙ୍କୁ

ମାହାନ୍ ଲାଗୁଛେ ଡର୍ ।


ବନେଦିନ୍ ହେଲାନ ନୁହେଁ ଦେଖେ

ମୋର୍ ଗେଲୁରର ସୁନ୍ଦିରୀ ଚେହେରା,

ନୂଆଁ ନୂଆଁ ତାହାକେ ଭଲ୍ ପାଉଥିଲି

ଧିରେ ଧିରେ ଚାଲିଥିଲାନ ଠରାନରା ।


କରୋନା ବେମାର୍ ଆଏଲା ଦିନୁ

ମୋର୍ ପ୍ରେମ୍'ଥି ପଡ୍'ଲାନ ଫାଟ୍,

ଏନ୍ତା ରିଶ୍ମି ଲାଗୁଛେ କରୋନାକେ

ମାରିଦେତି କାଏରେ ଦୁଇଲାତ୍ ।



Rate this content
Log in