STORYMIRROR

Jyotiranjan Acharya

Others

2  

Jyotiranjan Acharya

Others

ପ୍ରେମ ସୁନିଶ୍ଚିତ

ପ୍ରେମ ସୁନିଶ୍ଚିତ

1 min
1.4K


ଆସ ଥରେ
ଗାଧେଇବା
ପ୍ରେମ ସରୋବରେ
ତପ୍ତ ମନ
ତୃଷ୍ଣା ତୃପ୍ତ
ହେବାଯାଏ ଥରେ
କିଏ ଜାଣେ
ଜ୍ବୋଷ୍ଠ ପରେ
ଆଷାଢ଼ ଆସିବ
ତୃଷାର୍ତ୍ତ ଏ
ଧରା ପରେ
ଜଳ ବରଷିବ
ଗଲାଣି ସେ
ଯୁଗ ଯେବେ
ଥିଲା ସମସ୍ତ ନିଶ୍ଚିତ
ଆଜି ଅଛି
କାଲି ନାହିଁ
ହୁଏ ଭୟ ଭୀତ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ


Rate this content
Log in