Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Others

2.0  

Sanjukta Padhi

Others

ପ୍ରେମ ରେ

ପ୍ରେମ ରେ

1 min
173


  

ତୋ ପାଇଁ ଗୁନ୍ଥିଛି ଗଜରା

ହୃଦପଦ୍ମ କୁ ତୋଳି,

ଵାଢିଚି ସରପୁଳି ମୁଁ

ଆ ଆରେ କହ୍ନାଇ 

ଯୋଶଦା କୁ ମନ

 ଉଧାର ମାଗିଛି

ତୃପ୍ତି ହେବି ମୁହିଁ

ନିଜ ହାତେ ଖୁଆଇ ।


ଦୂତୀ ଘର ଦୁବ

ରାଧା ଘରୁ ଭାଵ

ସତ୍ୟଭାମା ର ଆତୁର

ରୁକ୍ମଣୀ ର ନିଦ ଆଣିଛି

ଗୋପୀଙ୍କ ଫୁଲର ଶର।


ଜାଳି ବସିଛି ମୁଁ

ମୋ ଜୀବନ ଦୀପ

କାହ୍ନରେ ମୋର 

ପ୍ରେମ କର ସ୍ୱୀକାର।


ଦେଉ ତୁ ଅଜାଡ଼ି

ତୋ କଲ୍ୟାଣ ବାରି

ତୋ ପ୍ରେମ ଫାଶରେ

ମୁଁ ଗଲିଣି ତ ପଡ଼ି ।।



Rate this content
Log in