STORYMIRROR

Niranjan Sahu

Others

4  

Niranjan Sahu

Others

ପ୍ରେମ ପଣକିଆ

ପ୍ରେମ ପଣକିଆ

1 min
250


ପ୍ରେମ   ଏକେ     କାମବାଣ

ପ୍ରେମ   ଦୁଗୁଣେ    ଦୁଇଜଣ

ପ୍ରେମ   ତିରିକି    ତିନିଜଣ

ପ୍ରେମ   ଚଉକୁ    ଖିର ଆଣ

ପ୍ରେମ   ପଞ୍ଚା     ଫଣ ଫଣ

ପ୍ରେମ   ସୋଖ    ହଇରାଣ

ପ୍ରେମ    ଶତା     ଟଙ୍କା ଗଣ

ପ୍ରେମ    ଅଷ୍ଟା     ଅକାରଣ

ପ୍ରେମ    ନୁଆଁ     ନିବାରଣ

ପ୍ରେମ    ଦଶା     ନାରାୟଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍