STORYMIRROR

MITALI ROUT

Others

2  

MITALI ROUT

Others

ପ୍ରେମ ପାଇଁ

ପ୍ରେମ ପାଇଁ

1 min
214


ତାରା ଭରା ଆକାଶେ

ପ୍ରେମ ଏକ ରୂପା ଜହ୍ନ

ଯେତେ ଦେଖିଲେ ନ ପୁରେ ମନ

ଅନ୍ଧାର ରାତି ବି ହୁଏ ଜୋଛନା ମୟ

ଗ୍ରୀଷ୍ମ ରେ ବି ବହଇ ମଳୟ

ପ୍ରେମ ଏକ ମଧୁର ସଂଗୀତ

ଭୁଲାଇ ଦିଏ ମଧ୍ୟ ଅତୀତ

ପ୍ରେମ ଯେ ପୃଥିବୀ ର ଆରମ୍ଭ

ତା ଲାଗି ହୁଏ ପୁଣି ବିଲୟ

ପ୍ରେମ ପାଇଁ କାହା ହାତେ ବଂଶୀ

କିଏ ପୁଣି ଉଠାଏ ଅସି

ପ୍ରେମ ଏକ ଧାରା ଯୁଗ ଯୁଗ ର

ପ୍ରେମ ପାଇଁ ପୁଣି ମୃତ୍ୟୁ ହୁଏ ଦୁର

ପ୍ରେମ ଜିବନ ଗାଡି ର ଚକ ଅଖ

ବନ୍ଧୁ ମାନେ ପ୍ରେମ ପାଇଁ ବଂଚିବା ଶିଖ.



Rate this content
Log in