Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.8  

Dipti lekha Mishra

Others

ପ୍ରେମ ହିଁ ସତ୍ୟ

ପ୍ରେମ ହିଁ ସତ୍ୟ

1 min
301


ପ୍ରେମିକା ପାଇଁ ଝୂରେ ପ୍ରେମିକ

ପ୍ରେମିକ ପାଇଁ ଯେ ପ୍ରେମିକା

ଭୂଲନାହିଁ ଭଲପାଇବା କାହାର

ଆସିଛେ ଏକା ଯିବା ବି ଏକା ॥


ବଂଚିବା ମରିବା କାହା ହାତେ ନାହିଁ

ଏକଥା ତ ସଭିଙ୍କୁ ବେଶ୍ ଜଣା

ଜିଇଁଥିବା ଯାଏଁ ଭଲପାଉଥାଅ

ବରଷୁଥାଉ ଯେ ବିଭୂ କରୁଣା ।


ପ୍ରେମିକ ପ୍ରେମିକା ଏକାକାର ହେଲେ

ସଂସାରକୁ କେତେ ଅତିଥି ଆସିବେ

ଦୁହିଁଙ୍କ ପ୍ରେମ ଶାଶ୍ବତ ହେଲେ ଜନ

ବାଟବଣା କିଏ ନ ହୋଇବେ ॥


ହେ ମହାମାନବ ଘୄୄୄୄୄୄୄୄୄଣା କରନାହିଁ

ପ୍ରେମକୁ କରୁଥାଅ ପୂଜାର୍ଚ୍ଚନା

ପ୍ରେମ ହିଁ ସତ୍ଯ ଏ ସଂସାରରେ

ନ ଦିଅ ମିଥ୍ୟା ପ୍ରତାରଣା ।


Rate this content
Log in