STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପ୍ରେମ ଭକ୍ତି

ପ୍ରେମ ଭକ୍ତି

1 min
246

ଭକ୍ତି ପ୍ରେମ

ମୁଖ୍ୟ ଧାରା

ଜୀବନେ ମୋ

ରହୁ।୧।


କୄଷ୍ଣ ପ୍ରେମ

ଭକ୍ତି ଭରେ

ତାଙ୍କ ପ୍ରତି

ରହୁ।୨।


ଭକ୍ତି ଶ୍ରଦ୍ଧା

ଆରାଧନା

ଶ୍ରୀ ଚରଣେ

ରହୁ।୩।


ତାଙ୍କ ଠାରେ

ରାତି ଦିନ

ଭକ୍ତି ନିତ୍ୟେ

ରହୁ।୪।


ତାଙ୍କ ବିନା  

ଗତି ନାହିଁ

ଭକ୍ତି ମୋର

ରହୁ।୫।


ଭକ୍ତି ପ୍ରେମ

ମୁଖ୍ୟ ଧାରା

ଜୀବନେ ମୋ

ରହୁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍