STORYMIRROR

Amitav Sahu

Others

3  

Amitav Sahu

Others

ପ୍ରେମ- ୧୧

ପ୍ରେମ- ୧୧

1 min
240

ମୋତେ ପ୍ରେମ ନୁହଁ

ଟିକିଏ ଦୁଃଖ ଦିଅ

ମୁଁ ଫେରେଇ ଦେବି ସୁଖ

ମୋତେ ପ୍ରେମ ନୁହଁ

ଟିକିଏ ଲୁହ ଦିଅ

ମୁଁ ଫେରେଇ ଦେବି

ସବୁ ତକ ହସ

ମୋତେ ପ୍ରେମ ନୁହଁ

ଟିକିଏ ଜଟିଳତା ଦିଅ

ମୁଁ ଫେରେଇ ଦେବି

ସବୁ ମୁକୁଳା ପଣ ।


ସେ ପ୍ରେମ କି ପ୍ରେମ

ଯୋ ପ୍ରେମରେ ନଥାଏ ସମର୍ପଣ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍