STORYMIRROR

Ashutosh Meher

Others

3  

Ashutosh Meher

Others

ପ୍ରଭାତ ଗୀତି (୨)

ପ୍ରଭାତ ଗୀତି (୨)

1 min
26.6K


ପ୍ରଭାତ ଗୀତି (୨)

ଆଶୁତୋଷ ମେହେର

।। ଏକ ।।

ପୂରୁବ ଦିଗେ

ପାହାଡ଼ କଡ଼େ

ଝଟକେ ସୂରୁଯ

ସତେ କି ପରଶମଣି,

ସାରା ସଂସାର

ଉଝାଟ ଦିଶେ

ସକାଳ ଖରା

ଖେଳେଇଯାଏ

ଲାଗଇ ସତେ

ପ୍ରଭୁଙ୍କ ଆଶିଷ ବାଣୀ ।।

।। ଦୁଇ ।।

ସକାଳ ପାହିଲା

ଧରଣୀ ହସିଲା

ହସିଲା ପ୍ରକୃତିରାଣୀ,

ଯେତେ ବଢ଼ିଲେ ବି

ବଡ଼ ସେଇ ଏକା

ବଡ଼ ହିଁ ପ୍ରଭୁଙ୍କ ଠାଣି ।।

*****


સામગ્રીને રેટ આપો
લોગિન