STORYMIRROR

Ghanashyam Biswal

Others

3  

Ghanashyam Biswal

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
257

ରୁପା ଜହ୍ନକୁ

ମୋ କୁନି ହାତ ପାପୁଲିରେ

ସାଉଁଟିବାର ସପନ ଦେଖିବା

ଯେତିକି ମଧୁମୟ

ସେତିକି କଷ୍ଟକର ଆଉ

ଅନିଶ୍ଚିତ ଆଉ ଅସମ୍ଭବ ବି

ଲକ୍ଷ୍ୟହୀନ ହୋଇ ଲକ୍ଷ୍ୟଭେଦୀ ହେବା ପାଇଁ

ମଣିଷରୁ ଅମଣିଷ

ଵିଵେକୀ ରୁ ଅଵିଵେକୀ

ନିରୀହତା ରୁ ନିର୍ମମ ହତ୍ୟାକାରୀ ହେବା

ସବୁ ସହଜରେ

ଅଜାଣତେ ହେଲା...

ଖାଲି ବାକି ରହିଲା

ପ୍ରାୟଶ୍ଚିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍