STORYMIRROR

Madhabi Patel

Others

3  

Madhabi Patel

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
243


ଜୀବନରେ କେବେକେବେ ଭୁଲ ହେଇଯାଏ

ଜାଣତରେ ଅବା ଅଜାଣତେ।

ଯେତେବେଳେ ସେ ଭୁଲର ଅନୁଭବ ହୁଏ

ମନରେ ଶୋଚନା ଆସେ କେତେ।

ଗଡିଗଲା ପାଣି ମାରିଦେଲା ତୀର

ଫେରାଇ ହୁଏନା ଆଉଥରେ।

ସାରାଜୀବନ କଟିଯାଏ ବିଷାଦରେ

କେବଳ ସିଏ ପ୍ରାୟଶ୍ଚିତ କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍