STORYMIRROR

Sushree sangita Swain

Others

3  

Sushree sangita Swain

Others

ପଞ୍ଚୁକ

ପଞ୍ଚୁକ

1 min
455

ପବିତ୍ର ମାସ ଏ କାର୍ତିକ

ତହିଁରେ ସାର ପଞ୍ଚୁକ

ଶୁଚି ସ୍ନାତ ମନ ଏ ପାଂଚ ଦିନେ

ଲାଗିଥାଏ ଧ୍ୟାନ ସଦା ପ୍ରଭୁଙ୍କ ଚରଣେ

ଆମିଷ ଭକ୍ଷଣ ବର୍ଜନ

ପଞ୍ଚୁକ ବ୍ରତ ଵିଧି ପାଳନ

ମୁରୁଜ ଶୋଭା ମନୋହର, ବୃନ୍ଦାବତୀ ଙ୍କ ଅଙ୍ଗନେ

ଧୂପ, ଦୀପ ନୈବେଦ୍ୟ, ମହକେ ଭୁବନେ

ଚିତ୍ତ ପ୍ରଶାନ୍ତି, ମନେ ଖେଳିଯାଏ ସାତ୍ଵିକ ଭାବନା

ପଞ୍ଚୁକ ପୁଲକ ଆଙ୍କିଯାଏ ଆଲପନା

ପଞ୍ଚଇନ୍ଦ୍ରିୟ ଆମ ନିୟନ୍ତ୍ରଣେ ରଖିବାର ଅଭିପ୍ରାଏ

ପଞ୍ଚୁକ ବ୍ରତ ପାଳନ ପ୍ରାୟେ

କାୟ, ମନ ବାକ୍ୟରେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍