STORYMIRROR
ପଞ୍ଚକ ଦୁଃଖ ବାଧଇ
ପଞ୍ଚକ ଦୁଃଖ ବାଧଇ
ପଞ୍ଚକ ଦୁଃଖ ବାଧଇ
ପଞ୍ଚକ ଦୁଃଖ ବାଧଇ
କାର୍ତ୍ତିକ ସରିବ
ଆଉ ପାଞ୍ଚ ଦିନ ଗଲେ
ବଗ ଵି ବସିଛି ଭାବି ।
ନଈ ମାଛ ନାହିଁ
ବ୍ରତ ପାଳୁଅଛି ସେଠି
ହବିଷାଳୀ ନିଜେ ଭାବି ।।୧।।
ଡିଆଁ ଡ଼େଇଁ ଖେଳ
ଗେଣ୍ଡା କେରାଣ୍ଡି ଜାଇଲ
ତାହାର ଥଣ୍ଟକୁ ଛୁଁଇ ।
କବାଡି ଖେଳନ୍ତି
ସଙ୍ଗେ ଦଳ ମାଳ ବାନ୍ଧି
ପଞ୍ଚକ ଦୁଃଖ ବାଧଇ ।।୨।।
More oriya poem from Ranjan Kumar Brahma
Download StoryMirror App