ମୁଁ ଜାଣେ ଏ ଦୁନିଆଁ କୁଆଡେ ଚାଲେ ପ୍ରେମରେ ସବୁକଥା ଏଠି କୁହାଯାଏନା ମୁଁ ଜାଣେ ଏ ଦୁନିଆଁ କୁଆଡେ ଚାଲେ ପ୍ରେମରେ ସବୁକଥା ଏଠି କୁହାଯାଏନା
ନଈ ମାଛ ନାହିଁ ବ୍ରତ ପାଳୁଅଛି ସେଠି ହବିଷାଳୀ ନିଜେ ଭାବି ନଈ ମାଛ ନାହିଁ ବ୍ରତ ପାଳୁଅଛି ସେଠି ହବିଷାଳୀ ନିଜେ ଭାବି
ଦଗ୍ଧ ବୈଶାଖ ଦଗ୍ଧ ବୈଶାଖ
ଭିଜା ଶ୍ରାବଣଟା ନିଜେ ଭିଜିବାକୁ ମାଗୁଅଛି ଜଳ ବୁନ୍ଦା ।। ଭିଜା ଶ୍ରାବଣଟା ନିଜେ ଭିଜିବାକୁ ମାଗୁଅଛି ଜଳ ବୁନ୍ଦା ।।