STORYMIRROR

Jagabandhu Sahu

Others

3  

Jagabandhu Sahu

Others

ପଲ୍ଲୀବଧୂ

ପଲ୍ଲୀବଧୂ

1 min
225

ପାଦରେ ଅଳତା  ମଥାରେ ସିନ୍ଦୂର

     ଝଟକେ ପଲ୍ଲୀବଧୂର

ଧୀର ସ୍ଥିର କଥା   କହେ ସମସ୍ତଙ୍କୁ

     ଗଢଇ ନୂଆଁ ସଂସାର

ବାର ମାସେ ତେର ଓଷା ବ୍ରତ କରେ

     ପତି-ପୁତ୍ର ଶୁଭ ପାଇଁ

ଶାଶୁ ଶଶୁରଙ୍କ  କରି ପାଦ ସେବା

    ଅହ୍ୟସୁଲକ୍ଷଣୀ ସେଇ

 ପାଦ ଚିପି ଚିପି ଚାଲଇ ରାସ୍ତାରେ 

    ମୁଣ୍ତରେ ଓଢଣୀ ଦେଇ

ଦୁଇ କୂଳର ସେ   ସମ୍ମାନ ବଢାଏ 

    ପଲ୍ଲୀବଧୂଟିଏ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍