STORYMIRROR

Arendra Kumar

Others

3  

Arendra Kumar

Others

ପଲ୍ଲୀ ଛବି

ପଲ୍ଲୀ ଛବି

1 min
170

ଛୋଟ ମୋର ଚାଳ ଘର

ଛୋଟ ମୋ ଦୁଆର

ହୃଦୟ ମୋ ଛୋଟ ନୁହେଁ

ବିଶାଳ ନଅର

ନାହିଁ ମୋର ଧନ ରତ୍ନ

ନାହିଁ କୋଠା ଘର

ମୋ ପାଇଁ ମୋ ମାଟିଘର

ସବୁଠୁ ସୁନ୍ଦର ।


Rate this content
Log in