STORYMIRROR

Sukadev Mahanta

Others

3  

Sukadev Mahanta

Others

ପଳାଶ ଫୁଲ

ପଳାଶ ଫୁଲ

1 min
259


ଅନ୍ଧ ପାଶେ ଯେହ୍ନେ ଦର୍ପଣ ମୂଲ

ଅବିବେକୀ ପାଶେ ଶାସ୍ତ୍ରର ମୂଲ

ବାରାଙ୍ଗନା ପାଶେ ସ୍ବାମୀର ମୂଲ

ବାସହୀନ ଯେହ୍ନେ କାଗଜ ଫୁଲ||


ଦୁଶ୍ଚରିତ୍ର ପାଶେ ଚରିତ୍ର ମୂଲ

ନୀତିହୀନ ପାଶେ ନୀତିର ମୂଲ

ଯେଉଁଠି ମୂର୍ଖର ବହୁତ ମୂଲ

ସବୁ ସେହିଠାରେ ପଳାଶ ଫୁଲ ||


Rate this content
Log in