STORYMIRROR

Lalita Jena

Others

2  

Lalita Jena

Others

ପଲିଥିନ

ପଲିଥିନ

1 min
14.3K


କି ହୋଇଗଲା ଆମ ବେଳ
ଦୋକାନ ବଜାର ହେଲା ଗହଳ
ମଣିଷ ନେଇ ତାକୁ କଲା ବିଳାସ
ନା ଟି ତାର ପଲିଥିନ ରାକ୍ଷସ
ପରିବାର ପତ୍ର ସଉଦା କିଣି
ଘର କୁ ଆସିଲା ଧାଇଁ ପଲିଥିନ
କେବେ ହୋଇବନି ତାର ନାଶ
ଯେବେ ବୁହା ହେଉ ଥିବ ଜିନିଷ
କାଗଜ ଠୁଙ୍ଗା କୁ ହାରଇ ଦେଲା
ମଣିଷ ମନ ରେ ପଲିଥିନ ବସା କରିଲା
ନ ହୁଅ ମାଟି ରେ କେବେ ସେ ଖତ
ପୋଡିଲେ ପ୍ରଦୁଷଣ ହୁଏ ବହୁତ
ବିଜ୍ଞାନୀ ଲୋକେ ଦେଲେ ଆଶିଷ
କରି ଚାଲିଲା ଜଗତ ନାଶ
ଆସ ଆଜି ଠାରୁ ନେବା ଶପଥ
ପଲିଥିନ ମୁକ୍ତ କରିବା ଭାରତ ||

ଲଳିତା ଜେନା
ପଟିଆ, ଭୁବନେଶ୍ୱର ମୋ -9090338071



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍