STORYMIRROR

Srinibas Mahalik

Others

3  

Srinibas Mahalik

Others

ପ୍ଲାଷ୍ଟିକ୍

ପ୍ଲାଷ୍ଟିକ୍

1 min
800


ବାଛିବାକୁ ହେବ ଏଥିରୁ ଗୋଟିକୁ

Either Plastic ya Planet

Weight Lose ଭଳି Plastic Lose ବି

ହେଉ ସଭିଙ୍କର Target ।।

ପ୍ରକୃତିକୁ କିଏ ଭଲ ବା ନପାଏ

ସଭିଏଁ ପ୍ରକୃତିପ୍ରେମୀ

ଦାୟିତ୍ବ ନେବାରେ ଯାହା ଖାଲି ଟିକେ

ରହିଯାଉଅଛି କମି ।।

ପ୍ରକୃତିକୁ ଆମ ନଷ୍ଟ କରିବାରେ

ପ୍ଲାଷ୍ଟିକ୍ ଭୂମିକା ବେଶୀ

ପ୍ରତିକାର ଯଦି ନକରାଯାଏ

ଆମେ ଯିବା ନିଶ୍ଚେ ଫସି ।।

ସୁନ୍ଦର ଆମ ଏ ଜଜୀବଜଗତକୁ

ନଦିଅ ହେବାକୁ ନଷ୍ଟ

ପ୍ଲାଷ୍ଟିକ୍ ନଛୁଇଁ ବିକଳ୍ପ ବାଛନ୍ତୁ

ହେଉ ପଛେ ଟିକେ କଷ୍ଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍